ବର୍ଷକୋଷ Barsha kosha

  • ସଂ. ବି. (ବର୍ଷ+କୋଷ=ଶବ୍ଦାଦି ସଂଗ୍ରହ) — (ବହୁବ୍ରୀହି) ଦୈବଜ୍ଞ; ବର୍ଷଫଳ ଗଣକ — Fortune-teller; astrologer
  • ସଂ. ବି. (ବର୍ଷ+କୋଷ=ଶବ୍ଦାଦି ସଂଗ୍ରହ) — ( 6 ଷ୍ଠୀ ତତ୍) ମାସ — (6ଷ୍ଠୀ ତତ୍) ମାସ—. Month