ବର୍ଷ ପର୍ବତ Barsha parbata
- ସଂ. ବି. (ବର୍ଷ= ଜମ୍ବୁଦ୍ୱୀପାଦିରେ ଅବସ୍ଥିତ ପର୍ବତ) — ହିନ୍ଦୁ ପୁରାଣ ମତରେ ପୃଥିବୀର ଭିନ୍ନ ଭିନ୍ନ ବର୍ଷ ବା ଦେଶରେ ଥିବା ହେମକୁଟାଦି ଭିନ୍ନ ଭିନ୍ନ ପର୍ବତ — The ranges of hills said to be in the various division of the world known to the ancient Hindus
- ସଂ. ବି. (ବର୍ଷ= ଜମ୍ବୁଦ୍ୱୀପାଦିରେ ଅବସ୍ଥିତ ପର୍ବତ) — [ଦ୍ର—ଏମାନଙ୍କର ନାମ; ଯଥା—ହିମବାନ୍, ହେମକୂଟ, ନିଷଧ, ମେରୁ, ଚୈତ୍ର, ବର୍ଣ୍ଣୀ ଓ ଶୃଙ୍ଗୀ ।]