ବର୍ବ୍ବରୀକ Barbbarīka
- ସଂ. ବି—(ବୃ ଧାତୁ= ବରଣ କରିବା ଦ୍ୱିତ୍ୱ+ଈକ) — ବାବୁରି; ବବୁରବାଳ — Curling hair grown flowing upto the neck
- ସଂ. ବି—(ବୃ ଧାତୁ= ବରଣ କରିବା ଦ୍ୱିତ୍ୱ+ଈକ) — ବ୍ରାହ୍ମଣ ଝାଟିଆ (ହି. ଶ) — A plant
- ସଂ. ବି—(ବୃ ଧାତୁ= ବରଣ କରିବା ଦ୍ୱିତ୍ୱ+ଈକ) — ମହାକାଳ (ହି. ଶ) — Colocynth