ବର୍ବ୍ବରତା Barbbaratā

  • ସଂ. ବି—(ବର୍ବ୍ବର+ଭାବ. ତା) — ନୀଚତା — Meanness
  • ସଂ. ବି—(ବର୍ବ୍ବର+ଭାବ. ତା) — ଅସଭ୍ୟତା — Barbarity
  • ସଂ. ବି—(ବର୍ବ୍ବର+ଭାବ. ତା) — ଅଶିଷ୍ଟତା; ଅଭଦ୍ରତା — Ungentlemanliness