ବର୍ବ୍ବରକ Barbbaraka

  • ସଂ. ବି — ଏକ ପ୍ରକାର ଚନ୍ଦନ — A kind of sandal
  • ସଂ. ବି — [ଅନ୍ୟ ସଂ. ନାମ ଶୀତ, ପିତ୍ତାରୀ । ବୈଦ୍ୟକ ମତରେ ଏହା କଫ, ବାୟୁ, ପିତ୍ତ. କୁଷ୍ଠ, ଚର୍ମରୋଗ, ବ୍ରଣ ଓ ରକ୍ତଦୋଷ ନାଶକ— ହି. ଶ.] ।