ବର୍ବ୍ବଣା Barbbaṇā
- ସଂ. ବି—(ବର=ଅନୁକରଣ ଶବ୍ଦ+ ବନ୍ ଧାତୁ ଶବ୍ଦ କରିବା +ଅ, ଆ) — ନୀଳବର୍ଣ୍ଣ ମକ୍ଷିକା; ଭଣଭଣିଆ ମାଛି — The blue bottle
- ସଂ. ବି—(ବର=ଅନୁକରଣ ଶବ୍ଦ+ ବନ୍ ଧାତୁ ଶବ୍ଦ କରିବା +ଅ, ଆ) — ଯେସନେ ବର୍ବ୍ବଣା ମାଛି, ସୁଗନ୍ଧ ଦ୍ରବ୍ୟକୁ ଲେଛି, ଦୁର୍ଗନ୍ଧେ ବସଇ ଯାଇ ସୁଖ ପାଇଣ। କେଶବ —ଗୋପବିନୋଦ।