ବର୍ଦ୍ଧିତ Barddhita

  • ସଂ. ବିଣ. (ବୃଧ୍ ଧାତୁ ଣିଚ୍= ବର୍ଦ୍ଧି ଧାତୁ+କର୍ମ. ତ) — ବୃଦ୍ଧିପ୍ରାପିତ; ଯାହାକୁ ବଢ଼ାଇ ଦିଆଯାଇ ଅଛି — Increased; augmented; enlarge; enhanced
  • ସଂ. ବିଣ. (ବୃଧ୍ ଧାତୁ ଣିଚ୍= ବର୍ଦ୍ଧି ଧାତୁ+କର୍ମ. ତ) — ଛିନ୍ନ — Cut
  • ସଂ. ବିଣ. (ବୃଧ୍ ଧାତୁ ଣିଚ୍= ବର୍ଦ୍ଧି ଧାତୁ+କର୍ମ. ତ) — ପୂରିତ — Filled up
  • ସଂ. ବିଣ. (ବୃଧ୍ ଧାତୁ ଣିଚ୍= ବର୍ଦ୍ଧି ଧାତୁ+କର୍ମ. ତ) — ପୋଷିତ — Maintained; brought up