ବର୍ଦ୍ଧନୀ Barddhanī

  • ସଂ. ବି. (ବର୍ଦ୍ଧନ+ସ୍ତ୍ରୀ. ଈ) — ଛୋଟ ଜଳପାତ୍ର; ଘଡ଼ି — A small water jug
  • ସଂ. ବି. (ବର୍ଦ୍ଧନ+ସ୍ତ୍ରୀ. ଈ) — ବଢ଼ିଣା; ପହଁରା; ସମ୍ମାର୍ଜ୍ଜନୀ; ଶୋଧନୀ — Broom stick
  • ସଂ. ବି. (ବର୍ଦ୍ଧନ+ସ୍ତ୍ରୀ. ଈ) — କୋକେଇ; ଶବବାହୀ ବିମାନ — A bier (Apte)