ବର୍ଣ୍ଣୟିତା Barṇṇayitā

  • ସଂ. ବିଣ. ପୁଂ. (ବର୍ଣ୍ଣୟିତ; ବର୍ଣ୍ଣ ଧାତୁ+କର୍ମ. ତୃ) — ଯେ ବର୍ଣ୍ଣନା କରେ — Describing; narrating