ବର୍ଣ୍ଣାଶ୍ରମ ଧର୍ମ Barṇṇāṡrama dharma
- ସଂ. ବି — ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରଙ୍କ ଆଚରଣୀୟ ବା କର୍ତ୍ତବ୍ୟ ପୃଥକ୍ କର୍ମମାନ — The different duties enjoined by the Ṡāstras to be performed by the 4 castes amongst the Hindus
- ସଂ. ବି — [ଦ୍ର—ବର୍ଣ୍ଣ 1 ତଳେ ନୋଟ୍ ଦେଖ।] — [ଦ୍ର—ବର୍ଣ୍ଣ1ତଳେ ନୋଟ୍ ଦେଖ]