ବର୍ଣ୍ଣାଧିପ Barṇṇādhipa
- ସଂ. ବି. ( 6 ଷ୍ଠୀ ତତ୍; ବର୍ଣ୍ଣ+ଅଧିପ) — (ଫଳିତ ଜ୍ୟୋତିଷ) ବ୍ରାହ୍ମଣ କ୍ଷତ୍ରିୟାଦି ବର୍ଣ୍ଣମାନଙ୍କ ଅଧିପତି ବା ରକ୍ଷକ ଗ୍ରହ — (astrology) The planets said to be the protectors of particular castes
- ସଂ. ବି. ( 6 ଷ୍ଠୀ ତତ୍; ବର୍ଣ୍ଣ+ଅଧିପ) — [ଦ୍ର—ବ୍ରାହ୍ମଣମାନଙ୍କ ଅଧିପତି ବୃହସ୍ପତି ଓ ଶୁକ୍ର, କ୍ଷତ୍ରିୟଙ୍କର ମଙ୍ଗଳ ଓ ରବି, ବୈଶ୍ୟଙ୍କର ଚନ୍ଦ୍ର, ଶୂନ୍ଦ୍ରଙ୍କର ବୁଧ ଓ ଅନ୍ତ୍ୟଜ— ମାନଙ୍କର ଅଧିପତି ଶନି ଅଟନ୍ତି।]