ବର୍ଣ୍ଣାଞ୍ଜନ Barṇṇān̄jana

  • ଦେ. ବିଣ. ପୁଂ. (ବହୁବ୍ରୀହି; ବର୍ଣ୍ଣ+ଅଞ୍ଜନ; ବର୍ଣ୍ଣ ଅଟେ ଅଞ୍ଜନ ପରି ଯାହାର) — ଶ୍ୟାମଳବର୍ଣ୍ଣବିଶିଷ୍ଟ — Of dark colour
  • ଦେ. ବିଣ. ପୁଂ. (ବହୁବ୍ରୀହି; ବର୍ଣ୍ଣ+ଅଞ୍ଜନ; ବର୍ଣ୍ଣ ଅଟେ ଅଞ୍ଜନ ପରି ଯାହାର) — ବର୍ଣ୍ଣାଞ୍ଜନ ହେଲେ ସୁବର୍ଣ୍ଣ ପିତୁଳା। ଭଞ୍ଜ. ବୈଦେହୀଶବିଳାସ।