ବର୍ଣ୍ଣନୀୟ Barṇṇanīya

  • ସଂ. ବିଣ. (ବର୍ଣ୍ଣ ଧାତୁ+କର୍ମ. ଅନୀୟ) — ବର୍ଣ୍ଣନା ଯୋଗ୍ୟ — Describable
  • ସଂ. ବିଣ. (ବର୍ଣ୍ଣ ଧାତୁ+କର୍ମ. ଅନୀୟ) — ବ୍ୟାଖ୍ୟାର ଉପଯୁକ୍ତ — Fit to be narrated in detail