ବର୍ଣ୍ଣନା Barṇṇanā

  • ସଂ. ବି. (ବର୍ଣ୍ଣ+ଭାବ. ଅନ) — ବାକ୍ୟ ବିସ୍ତାର କରଣ; ବିସ୍ତାରିତ ରୂପେ କଥନ; କୈଣସି ବିଷୟର ବିସ୍ତାରିତ ବିବରଣ — Describing; description
  • ସଂ. ବି. (ବର୍ଣ୍ଣ+ଭାବ. ଅନ) — ଗୁଣ କଥନ; ପ୍ରଶଂସା କରଣ; ସ୍ତୁତିପାଠ — Praising; eulogy
  • ସଂ. ବି. (ବର୍ଣ୍ଣ+ଭାବ. ଅନ) — ଅନ୍ୟର ଚିତ୍ତ ବିନୋଦନ — 4. Act of pleasing another
  • ସଂ. ବି. (ବର୍ଣ୍ଣ+ଭାବ. ଅନ) — ରଞ୍ଜନ; ଚିତ୍ରଣ — Painting; dying
  • ସଂ. ବି. (ବର୍ଣ୍ଣ+ଭାବ. ଅନ) — ଲେଖିବା — Writing
  • ସଂ. ବି. (ବର୍ଣ୍ଣ+ଭାବ. ଅନ) — ବ୍ୟାଖ୍ୟାନ — Explaining; explanation