ବର୍ଣ୍ଣନାଶ Barṇṇanāṡa
- ସଂ. ବି. ( 6 ଷ୍ଠୀ ତତ୍) (ନିରୁକ୍ତ ବା ବୈଦିକ ବ୍ୟାକରଣ) — ପ୍ରକୃତିପ୍ରତ୍ୟୟଦ୍ୱାରା ନିଷ୍ପନ୍ନ ପଦ ମଧ୍ୟସ୍ଥ କୈଣସି ବର୍ଣ୍ଣର ଲୋପ — The dropping out of a letter from a word formed under grammatical rules
- ସଂ. ବି. ( 6 ଷ୍ଠୀ ତତ୍) (ନିରୁକ୍ତ ବା ବୈଦିକ ବ୍ୟାକରଣ) — (ଯଥା—ପୃଷତୋଦର ଓ ପୃଷତୋଦ୍ୟାନ ପଦର 'ତ'ର ନାଶ ହୋଇ ପୃଷୋଦର ଓ ପୃଷୋଦ୍ୟାନ ପଦର ବ୍ୟବହାର ହୁଏ।]