ବର୍ଣ୍ଣନାତୀତ Barṇṇanātīta

  • ସଂ. ବିଣ. ( 7 ମୀ ତତ୍; ବର୍ଣ୍ଣନା+ଅତୀତ) — ଯାହା ବର୍ଣ୍ଣନା କରି ଶେଷ କରାଯାଇ ନ ପାରେ — Passing description; indescribable