ବର୍ଣ୍ଣଦୂତ Barṇṇadūta

  • ସଂ. ବି. ( 6 ଷ୍ଠୀ ତତ୍; ବର୍ଣ୍ଣ+ଦୂତ; ଏହା ବର୍ଣ୍ଣ ବା ଅକ୍ଷର— ମାନଙ୍କୁ ବହନ କରେ) — ପତ୍ର; ଚିଠି — Letter