ବର୍ଣ୍ଣକ Barṇṇaka
- ସଂ. ବିଣ. (ବର୍ଣ୍ଣ ଧାତୁ+କର୍ତ୍ତୃ. ଅକ) — ବର୍ଣ୍ଣନାକାରୀ — Describing
- ସଂ. ବିଣ. (ବର୍ଣ୍ଣ ଧାତୁ+କର୍ତ୍ତୃ. ଅକ) — ସ୍ତୁତିପାଠକ; ଗୁଣକୀର୍ତ୍ତନ— କାରୀ — Singing praise; eulogising
- ସଂ. ବି — (ବର୍ଣ୍ଣ+ସ୍ୱାର୍ଥେ. କ)—ହରିତାଳ — Yellow orpiment
- ସଂ. ବି — ତୂଳୀ — Painting brush
- ସଂ. ବି — ମଣ୍ଡଳ (ହି. ଶ.) — Circle
- ସଂ. ବି — ରଙ୍ଗ (ହି. ଶ.) — Colour
- ସଂ. ବି — ଅକ୍ଷର — Letter; alphabet
- ସଂ. ବି — ଗ୍ରନ୍ଥ — Book
- ସଂ. ବି — କେଶ— ବିନ୍ୟାସ — Chignon
- ସଂ. ବି — ଲେପନଦ୍ରବ୍ୟ (ଚନ୍ଦନାଦି) — Ointment (eg. sandal paste
- ସଂ. ବି — ହରିଦ୍ରା — Turmeric
- ସଂ. ବି — ଅଭିନେତାମାନଙ୍କ ପରିଚ୍ଛଦ (ହି. ଶ.) — The dress of actors