ବର୍ଣ୍ଣ ଯୋଜନ Barṇṇa j̄ojana

  • ସଂ. ବି. (ଆଧୁନିକ ପ୍ରୟୋଗ) — (ଛାପାଖାନା) ଅକ୍ଷର ଟାଇପ୍ ଯୋଡ଼ିବା — (printing) Composition of the type of letters
  • ସଂ. ବି. (ଆଧୁନିକ ପ୍ରୟୋଗ) — କୈଣସି ଶବ୍ଦରେ ଥିବା ମୌଳିକ ଅକ୍ଷର ମାନଙ୍କର ବିଶ୍ଳେଷଣ କରି ସେମାନଙ୍କୁ ଏକତ୍ର ଯୋଡ଼ିବା — The conglomeration of original letters of a word after they are disjointed