ବର୍ଣ୍ଣ ବିପର୍ୟ୍ୟୟ Barṅṅa biparj̄yaya
- ସଂ. ବି. ( 6 ଷ୍ଠୀ ତତ୍) — (ଭଷାତତ୍ୱ) ଶବ୍ଦରେ ଥିବା ବର୍ଣ୍ଣମାନଙ୍କର ହେର୍ଫେର — (philology) The inversion or exchange of letters in a word
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ହିନସ୍ ଧାତୁ+ଅ ପ୍ରତ୍ୟୟ ନିଷ୍ପନ୍ନ ହିଂସ ଶବ୍ଦର ବର୍ଣ୍ଣ ବିପର୍ଯ୍ୟୟ ଘଟି ସିଂହ ଶବ୍ଦର ଉତ୍ପତ୍ତି।]