ବର୍ଣ୍ଣ ଧର୍ମ Barṇṇa dharma

  • ସଂ. ବି. ( 6 ଷ୍ଠୀ ତତ୍) — ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରାଦିବର୍ଣ୍ଣର ଶାସ୍ତ୍ରବିହିତ କର୍ତ୍ତବ୍ୟ କର୍ମ — The respective duties of the castes as prescribed in the shastras