ବର୍ଚ୍ଚସ୍ୱୀ Barchhaswī
- ସଂ. ବିଣ. ପୁଂ. (ବର୍ଚ୍ଚସ୍+ଅଛି ଅର୍ଥରେ ବିନ୍; ବର୍ଚ୍ଚସ୍ୱିନ୍ ଶବ୍ଦ 1 ମା. 1 ବ.) — ତେଜସ୍ୱୀ — Glorious; Splendid
- ସଂ. ବିଣ. ପୁଂ. (ବର୍ଚ୍ଚସ୍+ଅଛି ଅର୍ଥରେ ବିନ୍; ବର୍ଚ୍ଚସ୍ୱିନ୍ ଶବ୍ଦ 1 ମା. 1 ବ.) — ଉଜ୍ଜ୍ୱଳ; ଦୀପ୍ତିଶାଳୀ — Rediant; dazzling; shining
- ସଂ. ବିଣ. ପୁଂ. (ବର୍ଚ୍ଚସ୍+ଅଛି ଅର୍ଥରେ ବିନ୍; ବର୍ଚ୍ଚସ୍ୱିନ୍ ଶବ୍ଦ 1 ମା. 1 ବ.) — ଓଜସ୍ୱୀ — Powerful
- ସଂ. ବି — ସୂର୍ଯ୍ୟ — The Sun
- ସଂ. ବି — ଚନ୍ଦ୍ର — The moon