ବର୍ଗୋତ୍ତମ Bargottama
- ସଂ. ବିଣ — ବର୍ଗ ମଧ୍ୟରେ ଶ୍ରେଷ୍ଠ — Chief among the clan; best in the lot
- ସଂ. ବି — (ଫଳିତ ଜ୍ୟୋତିଷ)— 1 । ମେଷାଦି ଦ୍ୱାଦଶ ରାଶିର ନବାଂଶବିଶେଷ — (ଫଳିତ ଜ୍ୟୋତିଷ)— ମେଷାଦି ଦ୍ୱାଦଶ ରାଶିର ନବାଂଶବିଶେଷ—. (astrology) The 9th part of the signo of zodiac
- ସଂ. ବି — [ଦ୍ର—ଫଳିତ ଜ୍ୟୋତିଷ ମତରେ ଚର ରାଶି (ମେଷ, କର୍କଟ ତୁଳା, ମକର) ର ପ୍ରଥମ ଅଂଶ; ସ୍ଥିରରାଶି (ବୃଷ, ସିଂହ, ବିଛା, ଧନୁ)ର ପଞ୍ଚମ ଅଂଶ; ଓ ଦ୍ୱ୍ୟାତ୍ମିକ ରାଶି ମିଥୁନ, କନ୍ୟା, ଧନୁ ମୀନ)ର ନବମ ଅଂଶ ବର୍ଗୋତ୍ତମ ଅଟେ। ଏହାର ଅତିରିକ୍ତ ସମସ୍ତ ରାଶିଙ୍କ ନବାଂଶକୁ ବର୍ଗୋତ୍ତମ ବୋଲାଯାଏ। ବର୍ଗୋତ୍ତମରେ ଥିବା ଗ୍ରହମାନ ଶୁଭ ଅଟନ୍ତି—ହି. ଶ.।]
- ସଂ. ବି — (ବ୍ୟାକରଣ) ବର୍ଗ୍ୟ ବର୍ଣ୍ଣମାନଙ୍କର ଶେଷରେ ଥିବା ଅକ୍ଷର; ଅନୁନାସିକ ବର୍ଣ୍ଣ; ବର୍ଗାନ୍ତ୍ୟ ବର୍ଣ୍ଣ — (grammar) A nasal consonant; the last letter or each of the first five classes of consonants (Apte)