ବର୍ଗୀୟ ବ Bargīya ba

  • ସଂ. ବି — 'ପ' ବର୍ଗର 3 ୟ ବର୍ଣ୍ଣ — 'ପ' ବର୍ଗର3ୟ ବର୍ଣ୍ଣ—The 3rd consonant of Pa Barga
  • ସଂ. ବି — [ଦ୍ର—ଅନ୍ତଃସ୍ଥ ବା ଅବର୍ଗୀୟ 'ବ' ର ଉଚ୍ଚାରଣ ଉଅ (ଯଥା— ଉଆଉ); ଏହାକୁ ଭାଷାକୋଷରେ ଏକ ନୂତନ ଅକ୍ଷର ୱ ଦ୍ୱାରା ଚିହ୍ନିତ କରାଯାଇଅଛି। ଓଡ଼ିଆ ଭାଷାରେ ସଂସ୍କୃତ ଶବ୍ଦମାନଙ୍କରେ ଥିବା ବର୍ଗୀୟ ଓ ଅବର୍ଗୀୟ 'ବ'ର ଉଚ୍ଚାରଣରେ ବା ଲେଖାରେ କୌଣସି ପ୍ରଭେଦ ରଖାଯାଏ ନାହିଁ।]