ବର୍ଗିବା Bargibā

  • ଦେ. କ୍ରି. (ସଂ. ବୃଜ୍ ଧାତୁ=ତ୍ୟାଗ କରିବା) — ପଠାଇବା — To send; to dipute
  • ଦେ. କ୍ରି. (ସଂ. ବୃଜ୍ ଧାତୁ=ତ୍ୟାଗ କରିବା) — ପୁଣି ସେନାନାୟକ ପାଞ୍ଚୋଟି ବର୍ଗିଲା ହନୁମନ୍ତ ବଳରେ ତାଙ୍କ କ୍ଷୟ ଗଲା—କୃଷ୍ଣସିଂହ. ମହାଭାରତ. ବନ।