ବର୍ଗକ୍ଷେତ୍ର Bargakshetra

  • ସଂ. ବି — ସମକୋଣ ଓ ସମବାହୁବିଶିଷ୍ଟ ଚତୁର୍ଭୁଜ କ୍ଷେତ୍ର; ସମକୋଣୀ ଓ ସମବାହୁ ଚତୁର୍ଭୁଜ — A square field or figure; a square