ବର୍ ଖିଲାପ୍ Bar-khilāp

  • ବୈଦେ. ବିଣ. (କଚିରିଆ) (ଫା. ବର୍+ଆ. ଖିଲାଫ୍) — ପ୍ରତିକୂଳ; ବିରୁଦ୍ଧ — Opposite; unfavourable
  • ବୈଦେ. ବି — ପ୍ରତିକୂଳତା — Opposition
  • ବୈଦେ. ବି — ତ୍ରୁଟୀ — Negligence