ବର୍ (ଧାତୁ) Bar (root)

  • ସଂ. — ଅବ୍ୟକ୍ତ ବା ଅସ୍ପଷ୍ଟ ଶବ୍ଦ କରିବା — To make an inarticulate sound
  • ସଂ. — ଅବୋଧ୍ୟ ଭାଷାରେ କଥା କହିବା — To speak in a language which cannot be understood; to babble