ବରେହି ପାଟକ Barehi pāṭaka
- ଦେ. ବି. (ସଂ. ବାର= ସମୂହ) (ତୁଳ. ବଂ. ଶବ୍ଦ ବାରୋୟାରୀ=ପ୍ରତି ବର୍ଷ ଏକ ଗ୍ରାମରେ ବା ପଡ଼ାର ବା ବଜାରର ସମସ୍ତ ଜାତିର ଲୋକେ ମିଳି ଯେଉଁ ଠାକୁରପୂଜା ବା ଉତ୍ସବ କରନ୍ତି) — କୌଣସି ସମାଜଗତ ବିଷୟ ଜାତିଆଣ ସଭାରେ ମୀମାଂସିତ ହୋଇ ନ ପାରିଲେ ତାହା ମୀମାଂସା କରିବା କାରଣ ଆହୁତ 36 ପାଟକର ଲୋକଙ୍କ ଦ୍ୱାରା ଗଠିତ ସଭା; ଛତିଶ ପାଟକ ସଭା; ସାର୍ବଜନୀନ ସଭା — କୌଣସି ସମାଜଗତ ବିଷୟ ଜାତିଆଣ ସଭାରେ ମୀମାଂସିତ ହୋଇ ନ ପାରିଲେ ତାହା ମୀମାଂସା କରିବା କାରଣ ଆହୁତ36ପାଟକର ଲୋକଙ୍କ ଦ୍ୱାରା ଗଠିତ ସଭା; ଛତିଶ ପାଟକ ସଭା; ସାର୍ବଜନୀନ ସଭା— A gathering of people of various castes to consider and adjudicate upon a matter which could not be decided by a meeting of a caste-guild
- ଦେ. ବି. (ସଂ. ବାର= ସମୂହ) (ତୁଳ. ବଂ. ଶବ୍ଦ ବାରୋୟାରୀ=ପ୍ରତି ବର୍ଷ ଏକ ଗ୍ରାମରେ ବା ପଡ଼ାର ବା ବଜାରର ସମସ୍ତ ଜାତିର ଲୋକେ ମିଳି ଯେଉଁ ଠାକୁରପୂଜା ବା ଉତ୍ସବ କରନ୍ତି) — [ଦ୍ର—ଜାତିଆଣ ସଭାରେ ଜାତି ଭାଇଙ୍କ ବୁଝାମଣାରେ ଯାହାର ମନ ନ ମାନେ ସେ ବରେହି ପାଟକ ବସାଏ। ସବୁ ଜାତିର ଲୋକଙ୍କୁ ଡାକି ଏକ ସ୍ଥାନରେ ବସାଇବାକୁ ସବୁବେଳେ ସମ୍ଭବପର ନ ଥିବାରୁ ଲୋକେ ହାଟକୁ ଯାଇ ସେହିଠାରେ ଉପସ୍ଥିତ ବହୁ ଜାତୀୟ ଲୋକଙ୍କୁ ବସାଇ ସଭା କରନ୍ତି ଓ ତାକୁ ବରେହି ପାଟକ ସଭା ବୋଲାଯାଏ।]