ବରେହି କରିବା Barehi karibā

  • ଦେ. କ୍ରି — ଜାତିଆଣ ସଭାରେ କୌଣସି ଜଟିଳ ବିଷୟର ମୀମାଂସା ନ ହୋଇ ପାରିଲେ ତହିଁରେ ମୀମାଂସା କରିବା ପାଇଁ ବରେହି ପାଟକର ଅଧିବେଶନ କରାଇବା ଅର୍ଥାତ ଉକ୍ତ ବିଷୟ ନେଇ ସାର୍ବଜନୀନ ସଭାରେ ଉପସ୍ଥାପିତ କରିବା — To have a matter discussed and decided by a gathering of various castes