ବରେନ୍ଧ୍ର Barendra
- ସଂ. ବି. (ବର+ଇନ୍ଦ୍ର) — ପ୍ରାଚୀନ ଗୌଡ଼; ବଙ୍ଗଦେଶରେ ପ୍ରାଚୀନ ବିଭାଗ; ପୁଣ୍ଡ୍ରଦେଶ — Ancient Bengal
- ସଂ. ବି. (ବର+ଇନ୍ଦ୍ର) — ଗୌଡ଼ ଦେଶରେ ରାଜଧାନୀ — Capital of ancient Bengal
- ସଂ. ବି. (ବର+ଇନ୍ଦ୍ର) — [ଦ୍ର—କେହି କେହି ଏହାକୁ ବରେନ୍ଦ୍ରୀ କହନ୍ତି।]
- ସଂ. ବି. (ବର+ଇନ୍ଦ୍ର) — ଇନ୍ଦ୍ର — Indra
- ସଂ. ବି. (ବର+ଇନ୍ଦ୍ର) — ପ୍ରଧାନ ରାଜା; ସମ୍ରାଟ; ରାଜାଧିରାଜ — Emperor