ବରୁଥିନୀ Baruthinī

  • ସଂ. ବି—(ବରୁଥ+ଇନ୍+ସ୍ତ୍ରୀ. ଈ) — ସେନା — Army
  • ସଂ. ବି—(ବରୁଥ+ଇନ୍+ସ୍ତ୍ରୀ. ଈ) — ଏହି ଯେ ଦେଖଛ ବୀର, ଆର୍ଯ୍ୟବରୁଥିନୀ ସମବେତ ନାନାଦିଗଦିଗନ୍ତରୁ ଆସି—ରାଧାନାଥ, ମହାଯାତ୍ରା।