ବରୁଥୀ Baruthī

  • ସଂ. ବି—(ବରୁଥ+ଈନ୍; 1 ମା. 1 ବ) — ରଥ — Car; chariot
  • ସଂ. ବି. ପୁଂ — କବଚ ଦ୍ୱାରା ରକ୍ଷିତ — Protected by an armour (Apte)
  • ସଂ. ବି. ପୁଂ — ସେନାପରିକୃତ — Surrounded by a troop (Apte)