ବରେ Bare

  • ଦେ. କ୍ରି. ବିଣ—(ସଂ. ବର=ଉତ୍କୃଷ୍ଟ) — ବଡ଼େ; ବଢ଼େ; ଉଚ୍ଚରେ — Loudly
  • ଦେ. କ୍ରି. ବିଣ—(ସଂ. ବର=ଉତ୍କୃଷ୍ଟ) — ବରେ ଶୁଭନ୍ତେ ଶବଦ ତାହାର ବ୍ୟୋମେ ଦୃଷ୍ଟି କିସ୍କନ୍ଦାବାସୀଙ୍କର। ଭଞ୍ଜ. ବୈଦେହୀଶବିଳାସ।