ବରୁଣ ପାଶ Baruṇa pāṡa

  • ସଂ. ବି. — ( 6 ଷ୍ଠୀ ତତ୍)—ବରୁଣଦେବଙ୍କର ପାଶାସ୍ତ୍ର — (6ଷ୍ଠୀ ତତ୍)—ବରୁଣଦେବଙ୍କର ପାଶାସ୍ତ୍ର— . Noose, the weapon of Baruṇa God
  • ସଂ. ବି. — (ବହୁବ୍ରୀହି)—ନକ୍ର; କୁମ୍ଭୀର (ହି. ଶ.) (ବରୁଣଙ୍କ ପାଶ ପରି ଏ ଖଗଦ୍ୱାରା ଆକ୍ରାନ୍ତ ଜୀବକୁ ଆକ୍ରମଣ କରେ) — Alligator