ବରୁକା Bu-ruka

  • ବୈଦେ. ବି (ଆ) — ମୁସଲମାନ୍ ସ୍ତ୍ରୀମାନେ ବାହାରେ ବିଚରଣ କରିବା ସମୟରେ ନିଜର ସମୁଦାୟ ଶରୀରକୁ ଘୋଡ଼ାଇବା ପାଇଁ ବ୍ୟବହାର କରିବା ମସ୍ତକରୁ ପାଦ— ପର୍ଯ୍ୟନ୍ତ ଲମ୍ବିଥିବା ଏକ ଖୋଳ (ଏଥିରେ ମୁହଁରେ ଆଖି ସ୍ଥାନରେ ଛିଦ୍ର ଦୁଇଟି ଥାଏ) — A cloak or veil covering the whole body of Mahomedan women when they go out