ବରିବସ୍ୟା Baribasyā
- ସଂ. ବି. (ବୃ ଧାତୁ=ସେବା କରିବା+ଭାବେ. ଇବସ୍+ଯ+ଆ) — ପୂଜା — Worshipping
- ସଂ. ବି. (ବୃ ଧାତୁ=ସେବା କରିବା+ଭାବେ. ଇବସ୍+ଯ+ଆ) — ସେବା; ସୁଶ୍ରୂଷା — Tending; service rendred to an elder; infant or invalid
- ସଂ. ବି. (ବୃ ଧାତୁ=ସେବା କରିବା+ଭାବେ. ଇବସ୍+ଯ+ଆ) — ଧନ — Wealth (Apte)
- ସଂ. ବି. (ବୃ ଧାତୁ=ସେବା କରିବା+ଭାବେ. ଇବସ୍+ଯ+ଆ) — ଭକ୍ତି — Devotion