ବରିପୋଲୁଆ Baripolua

  • ଦେ. ବି. (ସଂ. କଳିକାରକ) — ଗିଲଜାତୀୟ ବୃହତ୍ ଲଟାଳିଆ ଏକପ୍ରକାର କଣ୍ଟା ଗଛ — Caesalpina Bonducella; a species of pongamia
  • ଦେ. ବି. (ସଂ. କଳିକାରକ) — [ଦ୍ର—ଏହାର ପତ୍ର ଚଟଣୀ ହୁଏ। ଫଳ ଆଚାର ହୁଏ ଓ ଏହାର ମଞ୍ଜି ସବିରାମ ଜ୍ୱରର ଔଷଧ, ଫଳ କଣ୍ଟକମୟ। ଏହାର ଛୁଇଁକୁ ବାଟି ମୁଣ୍ଡରେ ଲଗାଇଲେ ବାଳ ପରିଷ୍କୃତ ହୁଏ। ଗଞ୍ଜାମ ଅଞ୍ଚଳରେ ଏହାର ପତ୍ରକୁ ଚାରୁପାଣି କହନ୍ତି।]