ବରାହ ବ୍ୟୁହ Barāha byūha

  • ସଂ. ବି — ପ୍ରାଚୀନକାଳର ସୈନ୍ୟରଚନାବିଶେଷ — A kind of battle-array in ancient India
  • ସଂ. ବି — [ଦ୍ର—ଏଥିର ଅଗ୍ରଭାଗ ସରୁ, ମଝି ଓ ଶେଷ ଭାଗ ସ୍ଥୂଳ ହେଉଥିଲା।]