ବରାହ ଦାଢ଼ Barāha dāṟḍ̠ẖa

  • ଦେ. ବି. (ସଂ. ବରାହ+ଦଂଷ୍ଟ୍ରା; ବରାହ ଦାନ୍ତର ଦାଢ଼ପରି ଆକୃତି ହୋଇଥିବାରୁ) — ଏକପ୍ରକାର ବନ୍ୟପୁଷ୍ପ; ବାରିହାଦାଢ଼ଫୁଲ — A kind of wild flower
  • ଦେ. ବି. (ସଂ. ବରାହ+ଦଂଷ୍ଟ୍ରା; ବରାହ ଦାନ୍ତର ଦାଢ଼ପରି ଆକୃତି ହୋଇଥିବାରୁ) — ବରାହ ଦନ୍ତର ଦାଢ଼ — The sharp edge of the tusk of a boar
  • ଦେ. ବି. (ସଂ. ବରାହ+ଦଂଷ୍ଟ୍ରା; ବରାହ ଦାନ୍ତର ଦାଢ଼ପରି ଆକୃତି ହୋଇଥିବାରୁ) — (1+2) ବହି ହିରଣାକ୍ଷ ଛବି ଶିଶିର ବରାହଦାଢ଼ ଭେଦରେ ରୁଚିର। ଭଞ୍ଜ. ବୈଦେହୀଶବିଳାସ। — (1+2)ବହି ହିରଣାକ୍ଷ ଛବି ଶିଶିର ବରାହଦାଢ଼ ଭେଦରେ ରୁଚିର ଭଞ୍ଜ. ବୈଦେହୀଶବିଳାସ