ବରାଣ୍ଡି Barāṇḍi

  • ଦେ. ବି. (ସଂ. ବରଣ୍ଡ) — ବରଣ୍ଡୀ (ଦେଖ) — Baraṇḍī (See)
  • ବୈଦେ. ବି. (ଇଂ. ବ୍ରାଣ୍ଡୀ) — ବ୍ରାଣ୍ଡି ନାମକ ବିଲାତୀ ଉଗ୍ର ସୁରା — Brandy
  • ବୈଦେ. ବି. (ଇଂ. ବ୍ରାଣ୍ଡୀ) — ବିଲାତୀ ମଦ; ବିଦେଶୀ ମଦ୍ୟ — Foreign liquor