ବରାଙ୍ଗୀ Barāṅgī

  • ସଂ. ବିଣ. ସ୍ତ୍ରୀ. (ବରାଙ୍ଗ+ଈ) — ବରାଙ୍ଗର ସ୍ତ୍ରୀଲିଙ୍ଗ — Feminine of Barāṅga
  • ସଂ. ବି — ହଳଦି — Turmeric (Apte)