ବରାଙ୍ଗନା Barāṅganā

  • ସଂ. ବି. ସ୍ତ୍ରୀ. (ବରା= ଉତ୍ତମା, ଶ୍ରେଷ୍ଠା+ଅଙ୍ଗନା=ସ୍ତ୍ରୀ) — ଉତ୍ତମା ସ୍ତ୍ରୀ; ଶ୍ରେଷ୍ଠା ସ୍ତ୍ରୀ. — An excellent woman
  • ସଂ. ବି. ସ୍ତ୍ରୀ. (ବରା= ଉତ୍ତମା, ଶ୍ରେଷ୍ଠା+ଅଙ୍ଗନା=ସ୍ତ୍ରୀ) — ସତୀ; ସାଧ୍ୱୀ — A cheste woman
  • ସଂ. ବି. ସ୍ତ୍ରୀ. (ବରା= ଉତ୍ତମା, ଶ୍ରେଷ୍ଠା+ଅଙ୍ଗନା=ସ୍ତ୍ରୀ) — ଆଦର୍ଶସ୍ଥାନୀୟା ସ୍ତ୍ରୀ — A model woman
  • ସଂ. ବି. ସ୍ତ୍ରୀ. (ବରା= ଉତ୍ତମା, ଶ୍ରେଷ୍ଠା+ଅଙ୍ଗନା=ସ୍ତ୍ରୀ) — ସୁନ୍ଦରୀ ସ୍ତ୍ରୀ — A lovely woman