ବରହମ୍ ଝାଁଟ୍ Baraham jhāñṭ

  • ପ୍ରାଦେ. (ସମ୍ବଲପୁର) ବି — ଖଡ଼ା ଶାଗ — Amaranthus Gangeticus; Amaranthus Frumentaceus
  • ପ୍ରାଦେ. (ସମ୍ବଲପୁର) ବି — ଘରେ ନାହିଁ ବଳହମ ଝାଁଟ ପଛାଲ ଆଡ଼େ ମେଛା ଆଁ ଟ—ଢଗ।
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏହା କେବଳ ଏହି ଢଗରେ ବ୍ୟବହୃତ ହୁଏ।]