ବରଷିକିଆ Barashikiā
- ଦେ. ବିଣ (ସଂ. ବାର୍ଷିକ) — ଏକବର୍ଷ ବୟସ୍କ — Aged one year; one year old
- ଦେ. ବିଣ (ସଂ. ବାର୍ଷିକ) — ଏକବର୍ଷରେ ଉତ୍ପନ୍ନ — Produced in one year
- ଦେ. ବିଣ (ସଂ. ବାର୍ଷିକ) — ବାର୍ଷିକ; ସାଲିଆନା — Yearly; annual
- ଦେ. ବି. (ସଂ. ବାର୍ଷ) — ମୃତ୍ୟୁର ପ୍ରଥମ ବର୍ଷ ପୂରିବା ପରେ ମୃତ୍ୟୁତିଥିରେ ଅନୁଷ୍ଠିତ ବାର୍ଷିକ ଶ୍ରାଦ୍ଧ; କୌଣସି ବ୍ୟକ୍ତିର ପ୍ରଥମ ସାମ୍ବତ୍ସରିକ ଶ୍ରାଦ୍ଧ — The first anniversary Ṡrāddha of a deceased