ବରଷାତି Barashāti
- ଦେ. ବିଣ. (ସଂ. ବର୍ଷାରୁ) — ବର୍ଷାଋତୁ ସମ୍ବନ୍ଧୀୟ — 2. Ralating to rainy season
- ଦେ. ବିଣ. (ସଂ. ବର୍ଷାରୁ) — ଯାହା ବର୍ଷାଋତୁରେ ଜାତ ହୁଏ — Happening or grown in rainy season
- ଦେ. ବିଣ. (ସଂ. ବର୍ଷାରୁ) — ଯାହା ବର୍ଷାଋତୁରେ ବ୍ୟବହାର କରା— ଯାଏ — Used in the rainy season
- ବି — ବର୍ଷାଋତୁରେ ବ୍ୟବହାର କରାଯିବା ବର୍ଷାପାଣିର ଦୁର୍ଭେଦ୍ୟ ପୋଷାକ — Water-proof coat
- ବି — ବର୍ଷାଋତୁରେ ଘୋଡ଼ାଙ୍କ ଦେହରେ ଯେଉଁ ଘାଆ ଉଠେ — Eruptions or sores coming out on the body of horses during the rains