ବରଷାତି ଫସଲ Barashāti phasala

  • ଦେ. ବି. (ସଂ. ବର୍ଷା+ଫା, ଫସ୍ଲ) — ବର୍ଷାଋତୁରେ ଯେଉଁ ଫସଲ ଆବାଦ କରାଯାଏ; ଭୋଦେଇ ଫସଲ — Crops raised during the rainy season
  • ଦେ. ବି. (ସଂ. ବର୍ଷା+ଫା, ଫସ୍ଲ) — [ଦ୍ର—ଯଥା—ଜହ୍ନି, କାକୁଡ଼ି ମକା ଓ ଭେଣ୍ଡି ଇତ୍ୟାଦି।]