ବରଷା କାଳ Barashā kāḻa

  • ଦେ. ବି — ବର୍ଷା ଋତୁ; ଚତୁର୍ମାସ୍ୟା — Rainy season; the rains
  • ଦେ. ବି — (ବରଷା ଦିନ, ବରଷା ସମୟ, ବରଷା ଋତୁ—ଅନ୍ୟରୂପ)
  • ଦେ. ବି — [ଦ୍ର—ଆଷାଢ଼, ଶ୍ରାବଣ, ଭାଦ ଓ ଆଶ୍ୱିନ ଏହି ଚାରି ମାସ।]