ବରଷ ବିଆଣୀ Barasha biāṇī

  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀ ବା ଗବାଦି ପଶୁ ପ୍ରତିବର୍ଷ ସନ୍ତାନ ପ୍ରସବ କରେ — Giving birth to children almost every year
  • ଦେ. ବିଣ. ସ୍ତ୍ରୀ — (ଯଥା—ସେ ପରା ବରଷ— ବିଆଣୀ, ଘର ଛୁଆଣିକି ଘର ଛୁଆଣି ଛୁଆ ଜନ୍ମ କରୁଛି।)