ବରଷ ଦିନ Barasha dina

  • ଦେ. କ୍ରି. ବିଣ — ବର୍ଷମଧ୍ୟରେ — Within a year
  • ଦେ. କ୍ରି. ବିଣ — ବର୍ଷଯାକ — Throughout the year
  • ଦେ. କ୍ରି. ବିଣ — (ଯଥା—ବରଷ ଦିନେ ମୋର 500 ଟଙ୍କା ରୋଜଗାର ହୁଏ।) — (ଯଥା—ବରଷ ଦିନେ ମୋର500ଟଙ୍କା ରୋଜଗାର ହୁଏ)
  • ଦେ. କ୍ରି. ବିଣ — ବର୍ଷକ ମଧ୍ୟରେ ଏକ ଦିନ ମାତ୍ର — Once in a year
  • ଦେ. କ୍ରି. ବିଣ — ଆର ବର୍ଷ ଆଜି — This day year
  • ଦେ. କ୍ରି. ବିଣ — ପ୍ରତିବର୍ଷର ନିର୍ଦ୍ଦିଷ୍ଟ ଏକ ଦିନରେ — On a fixed day of every year
  • ଦେ. କ୍ରି. ବିଣ — ବରଷ ଦିନରେ କରି ମହୋତ୍ସବ ଥରେ। ପ୍ରାଚୀ. ଶ୍ରୀ ଗୁରୁଭକ୍ତିଗୀତା ।